ଏସସିବିରେ କୋଟିଏ ଟଙ୍କାର ଇବସ୍‌ ମେସିନ୍

କଟକ: ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ପଲ୍ୟୁମନାରି ମେଡିସିନ ବିଭାଗରେ ଆଜି ଅତ୍ୟାଧୁନିକ ଇବସ୍‌ (ଏଣ୍ଡୋ ବ୍ରୋଙ୍କିଆଲ ଅଲଟ୍ରାସାଉଣ୍ଡ ବ୍ରଙ୍କୋସ୍କୋପି) ମେସିନ ପ୍ରତିଷ୍ଠା କରାଯାଇଛି। ସୁଜି ସିଲମ ଇଣ୍ଡିଆ କଂପାନି ନିର୍ମିତ ଏହି ମେସିନର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ମେସିନ ଦ୍ୱାରା ଛାତି ରୋଗ ପୀଡିତଙ୍କ ଚିକିତ୍ସା ସହଜ ହେବ। କୋଭିଡ ଚିକିତ୍ସାରେ ମଧ୍ୟ ଏହି ମେସିନ କାମ ଦେବ। … Continue reading ଏସସିବିରେ କୋଟିଏ ଟଙ୍କାର ଇବସ୍‌ ମେସିନ୍